STORYMIRROR

Dr.Prativa manna

Romance

4  

Dr.Prativa manna

Romance

ଭଲ ଲାଗୁନି

ଭଲ ଲାଗୁନି

1 min
352

ସତ ମୁଁ କହୁଛି

ଆଜି ବି ଭଲ ପାଉଛି

ଭୁଲିବି ଭୁଲି ପାରୁ ନି

ତୁମ ବିନା  ଭଲ ଲାଗୁନି ।


ମନେ ପଡେ ସେଇ ସ୍ମୃତି

 ଗଢ଼ି ଉଠୁଥିବା ପ୍ରୀତି

 ଆଜିବି ସାଇତି ରଖିଛି

 ତୁମ ବିନା ଭଲ ଲାଗୁନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Prativa manna

Similar oriya poem from Romance