STORYMIRROR

Dr.Prativa manna

Romance

3  

Dr.Prativa manna

Romance

ଶୀତ ରାତି

ଶୀତ ରାତି

1 min
204

ଭୁଲି ହୁଏ ନାହିଁ ଆଜି ବି 

  ସେ ମଧୁର ସମ୍ପର୍କ 

ମନେପଡି ଯାଏ ଶୀତ 

ରାତିର ଶେଯରେ।


କହିବାକୁ ଇଚ୍ଛା ଥାଇ ବି 

 କହି ପାରୁନି 

ଲେଖିବାକୁ ଇଚ୍ଛା ଥାଇ ବି 

ଲେଖି ପାରୁନି 


କାରଣ  

ତାହା ମୁଁ ଖୋଜି ପାଉନି !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Prativa manna

Similar oriya poem from Romance