STORYMIRROR

saroj sahu

Romance

3  

saroj sahu

Romance

ସାଥି

ସାଥି

1 min
13.6K


ମୋ ନିସଙ୍ଗ ଜୀବନେ 

ତୁମେ ହିଁ ଏକା ସାଥି

ବ୍ୟଥିତ ମନ କୁ ସଜାଡ଼ 

ଯେ ଭରି ତୁମ ପ୍ରୀତି

ଆଗୋ ରୂପବତୀ ତୁମେ 

ଗୁଣର ବି ନାୟିକା

ନାହିଁ ମୋ ଜୀବନେ ଆଉ 

କେହି ତୁମ ପରିକା

ଛାଇ ଆଲୁଅ ଖେଳରେ 

ଦୁଃଖେ ସୁଖେ ସାଥେ ଥିବା

ଯବନିକା ପଡିବା ପର୍ଯ୍ୟନ୍ତ ସମାନ୍ତରାଳରେ ପାଦ ବଢ଼ାଉଥିବା 

ତ୍ୟାଗ ସମର୍ପଣ ର ତୁମେ 

ଯେ ଉଦାହରଣ

ମତେ ଏତେ ଭଲ ପାଇବାର 

ଖୋଜେ ମୁଁ କାରଣ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance