STORYMIRROR

saroj sahu

Others

2  

saroj sahu

Others

ଖୋଜି ମୁଁ ପାଉନି

ଖୋଜି ମୁଁ ପାଉନି

1 min
13.9K


ଅସରାଏ ବର୍ଷା

ଦଲକାଏ ପବନ

ଭାରି ପଡେ ମତେ

ଯେବେ ନ ଥାଉ ପାସେ ତୁ..

ଚଇତାଲି ଗଲା

ନିଦାଘ ଫେରିଲା

ଶ୍ରାବଣ ବି ଯିବ ଚାଲି

ଏକା ଏକା ସାଥି

ମନଟା ହୁଏ ଖାଲି ବାଉଳି…

ଚାରୋଟି କାନ୍ଥ

ଗୋଟେ ଛାତ

କେତେବେଳ ଯାଏ

ବା ସଙ୍ଗୀ ହେବେ ମୋହରି…

ଫେରିଆରେ ସାଥି ଫେରିଆ

ଏକାନ୍ତକୁ ମୋ ଦୂର କରି…


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍