STORYMIRROR

saroj sahu

Others

2  

saroj sahu

Others

ସାଙ୍ଗର ଜୁଳି

ସାଙ୍ଗର ଜୁଳି

1 min
13.1K


ସକାଳର ପହଁପହଁନୁ

ରାତିର୍ ଘମା ଅନ୍ଧାର୍ ତକ୍

ସମବାର୍ ନୁ ରଏବାର୍ ତକ୍

ବଇଶାଖ୍ ନୁ ଚଏତ୍ ମାସ୍ ତକ୍

ହର୍ମେସା ମନର୍ ରାଏଜେ ତୁଇ

କହେମି ବଲି ଗୁର୍ଦୁ କଥା

ହୁରୁଦ୍ ଭିତ୍ରେ ରଖିଛେଁ ସାଇତି

କହିନେଲେ ଭାଏଲ ରିସା ହେବୁ

ଡରହେଁ ନାଇଁ ପାରୁଛେଁ କହି

ଟିପି ନାକେ ରଖିଥିସୁ ରାଗ୍

ଖାଲି ହଁ କହେବୁ ବେଳେ

ପାଇ ଯିମି ମୁଇଁ ସୁଖର ସରଗ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍