STORYMIRROR

saroj sahu

Others

2  

saroj sahu

Others

ପହିଲି ସବୁ କିଛି ପହିଲି

ପହିଲି ସବୁ କିଛି ପହିଲି

1 min
13.4K


ପହିଲି ବରଷାରେ ଭିଜା ଭିଜା ମାଟି ବାସ୍ନା

ପହିଲି ଦେଖାରେ ମନ ହୁଏ ଆନମନା

ପହିଁଲି ଫଗୁଣରେ ରଙ୍ଗାୟିତ କୁଆଁରୀ କନ୍ୟା

ପହିଲି ଇସାରାରେ ହୁଏ ପ୍ରେମର ବନ୍ୟା

ପହିଲି ଛୁଆଁରେ ଛାତି ତଳେ ଉଠେ ଉନ୍ମାଦନା

ମଧୁ ଝରା ସେ ଅପାସୋରା ରାତି

ମୋ ମନରେ ତୋଳେ ମୁର୍ଚ୍ଛନା….


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍