STORYMIRROR

saroj sahu

Romance

2  

saroj sahu

Romance

ଅନାମିକା ନାୟିକା

ଅନାମିକା ନାୟିକା

1 min
3.0K


ଏ କାହାର ଦେହ ବାସ୍ନା 

ସାରା ରାତି ଉନ୍ମାଦନା 

ଖେଳାଏ ମନ ଓ ଶରୀରେ

କାହାର ସେ ଛାଇ ଘୁରିବୁଲେ 

ମୋ ପାସେ ପାସେ, 

ଏକାନ୍ତକୁ ଦୁରେଇ

କାହାର ସେ ପାଉଁଜିର 

ଛମ ଛମ, କାଚ ଶଙ୍ଖାର 

ରୁଣୁଝୁଣୁ ସଙ୍ଗୀତ ମୁର୍ଚ୍ଛନା


ନା ଶୋଇ ଦିଏ, 

ନା ଚେଇଁ ବସି ଦିଏ

କିଏ ସେ ନାୟିକା, 

ବୁଝି ବି ହୁଏନା

କଳ୍ପନାର ସାଥି ଟିଏ, 

ସେତ ଅନାମିକା ନାୟିକା


ସରୋଜ କୁମାର ସାହୁ, ସମ୍ବଲପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance