STORYMIRROR

saroj sahu

Tragedy

2  

saroj sahu

Tragedy

"ମୃତ୍ୟୁ"

"ମୃତ୍ୟୁ"

1 min
13.9K


"ମୃତ୍ୟୁ"


ହଁ,

ମୁଁ ଦେଖିଛି ମୁତ୍ଯୁ କୁ 

ଖୁବ ନିକଟରୁ

କେତେବେଳେ ହଠାତ 

ଦମ କିନା ପ୍ରଘଟ ହୁଏ

ତ କେତେବେଳେ 

ଲୁଚିଛପି ପାଦ 

ଚାପିଚାପି ଆସେ

କେତେବେଳେ ଖୁବ 

ବିଭତ୍ସର କରାଳ ଛାୟା 

ଖେଳାଇ ଦିଏ

ତ କେତେବେଳେ 

ଅସହ୍ୟ ଯନ୍ତ୍ରଣାରେ 

ଛଟପଟ କରାଏ

କାହା ପାଇଁ ଅଭିଶାପ ତ 

ପୁଣି ଦୁଃସାଧ୍ୟ ରୋଗୀ 

ପାଇଁ ଆଶୀର୍ବାଦ ପାଲଟେ


ସର୍ବଦା ବିଜୟୀ ସେ,

ବିଜୟର ଲମ୍ବା 

ଇତିହାସରେ

ପରାଜୟର 

ସ୍ଥାନ ନାହିଁ ଏଠି.....


ସରୋଜ କୁମାର ସାହୁ

ଝାଡୁଆପଡା, ସମ୍ବଲପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy