STORYMIRROR

ବର୍ଷା ପବନ ଋତୁ ସମୟ ଆଶା ନୌକା ସୁବର୍ଣ୍ଣରେଖା ଅସରାଏ ଆଶା ଭୟଙ୍କର ରୂପ ଅସରାଏ ବର୍ଷା ପ୍ରତି ମୁହୂର୍ତ୍ତ ବର୍ଷା ଏକ ସ୍ମୃତି ସେଇ ପିଲାଦିନର କଳାହାଣ୍ଡିଆ ମେଘ ଦେଖି ମାଆ କୋଳରେ ଲୁଚିବାର ବାପାଙ୍କ ଫେରିବା ବାଟକୁ ଚାହିଁ ମାଆ କାନ୍ଦିବାର I ଅସରାଏ ବର୍ଷୀଯିବା ପରେ ଆମ୍ବବାଡିରୁ ଆମ୍ବ ଗୋଟେଇ ଭାଇ ସହ ଭାଗିଦାରୀ କରିବାର I

Oriya ଅସରାଏ Poems