STORYMIRROR

Ashok Kumar Pradhan

Romance

3  

Ashok Kumar Pradhan

Romance

ସାତ ରଙ୍ଗ—@shok

ସାତ ରଙ୍ଗ—@shok

1 min
11.7K

ସାତ ରଙ୍ଗୁ ରଙ୍ଗ ନେଇ ଭରିଛି ଜୀବନ,

ସବୁ ରଙ୍ଗ ନିଜ ଗୁଣେ ଅନ୍ୟଠୁ ମହାନ ll


ସତ୍ତ୍ୱ, ରଜ, ତମ ଗୁଣେ ବନ୍ଧା ତନୁ ମନ, 

ପ୍ରେମର ପରଶ ଦେଇ କର ଆଲିଙ୍ଗନ ll


ରଙ୍ଗ ସବୁ ଫିକା ଲାଗେ, ଲାଗେ ଗନ୍ଧହୀନ ;

ପ୍ରେମ ତ ଭେଜାଲ ଏଠି ଲାଗେ ସ୍ଵାଦ ଶୂନ୍ୟ ll


ସପ୍ତ ରଙ୍ଗ ସମାହିତ ଶ୍ୱେତ ରଙ୍ଗ ବର୍ଣ୍ଣେ, 

ଫଗୁଣର ଫଗୁ ଲୁଚକାଳି ଖେଳେ ମନେ ll


ମଧୁର ମିଲନ ଆଜି ଆନନ୍ଦ ମଗନେ, 

ପ୍ରେମ ଫଲଗୁ ବହିଯାଏ ମଧୁର ମିଳନେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance