STORYMIRROR

Devipriya Das

Tragedy

3  

Devipriya Das

Tragedy

ସାନ ଭଉଣୀ

ସାନ ଭଉଣୀ

1 min
212

 ଘରର ସାନ ବୋଲି କହନ୍ତି

ସବୁଠାରୁ ହେବି ମୁଁ ଗେେଲେଇ

ବାକି  ଭାଇଭଉଣୀଙ୍କ ଠାରୁ

ମୋତେ ସବୁଠୁ ବେଶି ମିିିିଳିବ

ସେନେହ ଓ ଶ୍ରଦ୍ଧା।

ବୋଉର ସୁୁୁନାନାକି ସହ

ବାପାଙ୍କର ଜୀବନ ପିତୁଳା।

ହେଲେ ଏ ସବୁ ଖାଲି

ଶୁଣିବା କଥା ।

 ସାନ ଭଉଣୀ ହେଲେ

କେତେ ଯେ ଦାୟିତ୍ଵ ଓ  

କଥା ବୁଝିବାକୁ ହେବ

ତାହା ତ ମୋ ଠାରୁ

କେହି ନ ବେଶି ଜାଣେ।

ସମସ୍ତଙ୍କ ମନ ଜାଣି

ଯଦି କାମ କଲି ହେଲି

ମୁଁ ସଭିିଙ୍କର ହେବି

 ଆଖିର ନୟନର  ତାରା

ଯଦି ମୁଁଁହ  ଖୋଲି କରିଦେଲି ମନା

ବାପା ମାଆ ଠାରୁ ଭାଇଭଉଣୀ ଯାଏଁ

ସଭିଙ୍କର ହୋଇଯିବି ମୁଁ ଅଲୋଡା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy