STORYMIRROR

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ସ୍ୱତନ୍ତ୍ର ସ୍ଥାନ

ସ୍ୱତନ୍ତ୍ର ସ୍ଥାନ

1 min
2.3K


ପ୍ରତ୍ୟେକ କ୍ରିୟାର   ପ୍ରତିକ୍ରିୟା ଥାଏ

ବିଜ୍ଞାନ ସହଜେ ଦିଏ ବୁଝାଇ

ସେଥିପାଇଁ ବୋଧେ  ଗୋଡ ପଡିଗଲେ

ପିମ୍ପୁଡି କାମୁଡା ଛାଡଇ ନାହିଁ


ସଂସାରେ ଚାଲଇ    କଳି ଓ କନ୍ଦଳ

ଭାଙ୍ଗିଯାଏ କେତେ ସୁନା ସଂସାର

ସହିବା ଶକତି   ଯା ନିକଟେ ଥାଏ

କେବଳ ସ୍ୱତନ୍ତ୍ର ସ୍ଥାନ ତାହାର



ଚିତ୍ତ ରଞ୍ଜନ ଲେଙ୍କା(କଟକ)©


Rate this content
Log in

Similar oriya poem from Inspirational