STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ସ୍ୱପ୍ନ

ସ୍ୱପ୍ନ

1 min
196

ସ୍ୱର୍ଗୀୟ ଭଲପାଇବାର

ସୁନ୍ଦର ସୁପରିକଳ୍ପନାରେ

ଗଢିବାକୁ ସ୍ୱର୍ଗଟିଏ

ଦେଖିଥିଲି ସ୍ୱପ୍ନ

ହେଇଥାନ୍ତା ନା

ତାର ପାରାଡାଇଜ

କିନ୍ତୁ ସ୍ୱପ୍ନ ଯେବେ

ଭୁଷୁଡ଼ି ଯାଏ ଆଇନା ଭଳି ଭାଙ୍ଗିଯାଏ

ଚୁରମାର ହୋଇଯାଏ

ଭଙ୍ଗା ଆଇନା କଣ କେବେ

ଯୋଡି ହୁଏ

ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଏ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଛଳନା

ଛଳନା

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ପଦ୍ମ

ପଦ୍ମ

1 min ପଢ଼ନ୍ତୁ

ମିଳନ

ମିଳନ

2 mins ପଢ଼ନ୍ତୁ

Similar oriya poem from Inspirational