STORYMIRROR

Sudhashree Bhattamisra

Inspirational

3  

Sudhashree Bhattamisra

Inspirational

ସ୍ୱପ୍ନ

ସ୍ୱପ୍ନ

1 min
176

ସ୍ୱପ୍ନ ମହମହ ସୁଗନ୍ଧ ପୁଷ୍ପ

ସ୍ୱପ୍ନ ଦିପ୍ତୀର ଧ୍ୱଜା

ସ୍ୱପ୍ନ ଏକ ଉଡ଼ନ୍ତା ପକ୍ଷୀ

ସ୍ୱପ୍ନ ଝିଲି ମିଲି

ସ୍ୱପ୍ନ ମଧୁର

ସ୍ୱପ୍ନ ସ୍ମୃତିର ଝରଣା

ସ୍ୱପ୍ନ ରୁପା ଜହ୍ନ

ସ୍ୱପ୍ନ ସୁରୁଜ

ସ୍ୱପ୍ନ ସୁନେଲି କିରଣ

ସ୍ୱପ୍ନ ଆଶାର କିରଣ

ସ୍ୱପ୍ନ ଚିରନ୍ତନ

ସ୍ୱପ୍ନ ଶାଶ୍ୱତ 



Rate this content
Log in

Similar oriya poem from Inspirational