STORYMIRROR

Jyotiranjan Acharya

Abstract

3  

Jyotiranjan Acharya

Abstract

ସ କା ଳ

ସ କା ଳ

1 min
292

ଆଖି ଖୋଲ ପ୍ରିୟ ବନ୍ଧୁ

ଉଠ, ଦେଖ, ଚାଲ,

ସୂର୍ଯ୍ୟ ଜଳାଇ ଦେଲାଣି ସୁଖର ମଶାଲ

ଜୀବନଟା ନୁହେଁ କେବେହେଲେ ମୂଲଚାଲ,

ନିଅ କିଛି ଭଲ ଆଉ ଦିଅ କିଛି ଭଲ

ଦିବା ଶେଷେ ଶୁଅ ସୁଖେ ସପନର କୋଳ,

ଆସିବ ପୁନଶ୍ଚ ଏକ ସୁନ୍ଦର ସକାଳ

ନୂଆ ପ୍ରାନ୍ତରେ ଖେଳିବ ନୂଆ କିଛି ଖେଳ,

ଖେଳରେ ଖେଳରେ କଟୁ ସର୍ବ ଦିନ କାଳ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract