Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABINASH MANSINGH

Inspirational Others

4  

ABINASH MANSINGH

Inspirational Others

ସ୍ୱାଧୀନତା

ସ୍ୱାଧୀନତା

1 min
295


ସ୍ୱର୍ଣ୍ଣ-ସ୍ବପ୍ନ-ତୋଳି-ନିଶ୍ଚେ-ରଙ୍ଗ-ଅଭି-ନବେ

ପ୍ରତି-ଧ୍ଵନି-ତ୍ରିର-ଙ୍ଗାର-ଗୁଞ୍ଜ-ରିଣ-ଥିବେ

ନବ୍ୟ-ନବ୍ୟ-ନିଶା-ମୁଖ-ପରା-ଧୀନ-ସ୍ୱରେ

ଫର-ଫର-ଉତ୍ତୋ-ଳିତ-ସ୍ଵାଧୀ-ନଶୀ-କରେ


ଉଡ଼ା-ଣର-ଅନ-ନ୍ତରେ-ଦୁରା-ଧର୍ଷ-ନିଜେ

ଗୁଣ୍ଡା-ଭେଣ୍ଡା-ଖଣ୍ଡା-ଚଣ୍ଡା-ପରା-କ୍ରମେ-ହଜେ

ଖଣ୍ଟ-ଚୌର-ଲମ୍ପ-ଟନି-ଶାସ-କ୍ତଆ-ସକ୍ତ

ହଣା-କଟା-ମୃତ-କଳ୍ପ-କାମ-ଅନ୍ଧେ-ରକ୍ତ


ଆତ୍ମା-ଅଦ୍ୟ-ଆୟୁଃ-ଘଟେ-ପାଉଁ-ଶପ-ଠାରୁ

ଫାଡ଼ି-ବକ୍ଷ-ପୁରା-ତତ୍ତ୍ଵ-ଭୂତା-ନ୍ତପୃ-ଷ୍ଟାରୁ 

ବୋଷ-ଟୋପେ-ବାଜି-ସିଂହ-ଜୟୀ-ବକ୍ସି-ବାଇ

ଲାଲ୍-ବାଲ୍-ପାଲ୍-ରଘୁ-ଦିବା-କର-ଭାଇ


ଚିର-ଚେତା-ବନୀ-ସଦ୍ୟ-କର୍ଣ୍ଣ-ସମୀ-ପରେ

ଜାଗ-ରଣେ-ଭ୍ରମ-ଭ୍ରାନ୍ତି-ପୁନଃ-ପୁନଃ-ମରେ


(ବି.ଦ୍ର.- ସନେଟ୍ ପଢ଼ିବା ବେଳେ ପୂଜ୍ୟ ଭଗବାନଙ୍କ ଶିବତାଣ୍ଡବ ଢାଞ୍ଚାରେ ପଢନ୍ତୁ)


Rate this content
Log in

Similar oriya poem from Inspirational