STORYMIRROR

ABINASH MANSINGH

Romance

2  

ABINASH MANSINGH

Romance

ଅନୁରାଗ

ଅନୁରାଗ

1 min
327

ସେ ଚୁମ୍ବନ ନୁହେଁତ,

ଏକ ଆକର୍ଷଣ !

ହୃଦୟ ଫାଙ୍କରେ ଲୁଚି ରହିଥିବା

ଆକୁଳ ଗୁଞ୍ଜନ ।


ନିଜକୁ ହଜାଇ

ତୁମକୁ ପାଇବାର,

ସାନ୍ନିଧ୍ୟଭରା ବିରଳ ଚିନ୍ତନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance