Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଡୁଲେଶ୍ବର କୁମାର ସାହୁ

Inspirational Thriller Children

3  

ଡୁଲେଶ୍ବର କୁମାର ସାହୁ

Inspirational Thriller Children

ରଥଯାତ୍ରା

ରଥଯାତ୍ରା

1 min
207


ଆଷାଢ଼ ମାସରେ ବିଜେ କରିଅଛ

ତୁମେ ପ୍ରଭୂ ଜଗନ୍ନାଥ l

ଭକ୍ତଙ୍କ ଗୁହାରି ଶୁଣିବେ ଶ୍ରୀହରି

ଅନାଥ ଜନଙ୍କ ନାଥ ll


ଝୁଲି ଝୁଲି ତୁମେ ବିଜେ କରୁଥିବ

ତୁମ ନନ୍ଦିଘୋଷ ରଥେ l

ମୟୂର ଚନ୍ଦ୍ରିକା ନାଚି ଉଠୁଥିବ

ଘଣ୍ଟ,ଶଙ୍ଖ ନାଦ ସାଥେ ll


ପୋଡ଼ପିଠା ଖଣ୍ଡେ ଦେଇଦବ ପ୍ରଭୂ

ଭୂଳି ଯିବ ନାହିଁ ମତେ ll

ରଥର ଦଉଡି ଟାଣି ନେଉଥିବି

ଡୋରି ଲଗାଇଲେ ମତେ l


ତୁମ ଦରସନେ‌ ଧନ୍ୟ ହେବି ମୁହିଁ

ଧନ୍ୟ ହେବ ମୋର‌ ଆଖି l

ତୁଳସୀର ମାଳ ପିନ୍ଧେଇ ଦେବି ମୁଁ

ଚନ୍ଦନ,ଶ୍ରୀଫଳ ରଖି ll


ଆଗରେ ବଳିଆ ମଝିରେ ସୁଭଦ୍ରା

ପଛେ ଆସନ୍ତି କାଳିଆ l

ଦୁଃଖୀଙ୍କ ଦୁଃଖକୁ ଦୂର କରି ଦେବେ 

ଆମରି ଚକା ଆଖିଆ ll



Rate this content
Log in

Similar oriya poem from Inspirational