Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Akshayakumar Dash

Classics Inspirational Children


3  

Akshayakumar Dash

Classics Inspirational Children


ରସ

ରସ

1 min 186 1 min 186

ପାଟିକୁ ରସ

ଲାଗେ ସରସ

ଆମ୍ବ ପଣସ

କମଳା ରସ ।

ଖରା କୁ ପାଣି

ପିଇବା ଆଣି

ପଇଡ଼ ଜଳ

ବଢ଼ାଏ ବଳ ।

ପଖାଳ ଭାତ

ଲେମ୍ବୁ ସର୍ବତ

ମହୁ ଅମୃତ

ଦେହକୁ ହିତ ।

ପାଟିକୁ ମିଠା

ରସଗୋଲା ଟା

ଆଖୁ ର ରସ

ପଣା ସରସ ।


Rate this content
Log in

More oriya poem from Akshayakumar Dash

Similar oriya poem from Classics