Akshayakumar Dash
Classics Inspirational Children
ପାଟିକୁ ରସ
ଲାଗେ ସରସ
ଆମ୍ବ ପଣସ
କମଳା ରସ ।
ଖରା କୁ ପାଣି
ପିଇବା ଆଣି
ପଇଡ଼ ଜଳ
ବଢ଼ାଏ ବଳ ।
ପଖାଳ ଭାତ
ଲେମ୍ବୁ ସର୍ବତ
ମହୁ ଅମୃତ
ଦେହକୁ ହିତ ।
ପାଟିକୁ ମିଠା
ରସଗୋଲା ଟା
ଆଖୁ ର ରସ
ପଣା ସରସ ।
ଚୋରା ଚାହାଣି
ଜମି
ଆଲକ
ଗଇଛ ଶାଗ
ଗୋପବନ୍ଧୁ
ସନ୍ଥ
କର୍ମ ଫଳ
ଦେବୀ ଗଙ୍ଗା
କୃଷ୍ଣ
ଫଳ
କାଉଡ଼ି ଵାଲା କାଉଡ଼ି ଵାଲା
ସାହିତ୍ୟ ଯାତ୍ରା ସାହିତ୍ୟ ଯାତ୍ରା
ଶ୍ରାବଣୀ ଶ୍ରାବଣୀ
ଆରେ ଶ୍ରାବଣ ଆ ଆ ଆରେ ଶ୍ରାବଣ ଆ ଆ
ସମ୍ପର୍କର ମୃଗତୃଷ୍ଣା ସମ୍ପର୍କର ମୃଗତୃଷ୍ଣା
ପ୍ରକୃତି ରାଣୀ ପ୍ରକୃତି ରାଣୀ
ପ୍ରେମ ପ୍ରେମ
ଭାବଗ୍ରାହୀ ଭଗବାନ ଭାବଗ୍ରାହୀ ଭଗବାନ
ଶ୍ରାବଣୀ ଗୋ ଶ୍ରାବଣୀ ଗୋ
"ବର୍ଷା " "ବର୍ଷା "
ମୋ ପ୍ରିୟାର ଗାଆଁ ମୋ ପ୍ରିୟାର ଗାଆଁ
ଗୁରୁ ଦେବ ଗୁରୁ ଦେବ
କାମନା କାମନା
ଦୁଃଖ ସୁଖ ଭାଇ ଉଭୟ ସମାନ, କେହି କାହାଠୁ ନୁହଁନ୍ତି ଉଣା , ବଞ୍ଚିବା କଳା ଜାଣେ ଯେଉଁ ଜନ, ଦୁଃଖ ସୁଖ ଭାଇ ଉଭୟ ସମାନ, କେହି କାହାଠୁ ନୁହଁନ୍ତି ଉଣା , ବଞ୍ଚିବା କଳା ଜାଣେ ଯେଉଁ...
ମାନବିକତା ମାନବିକତା
କଥାତ ଏତିକି କଥାତ ଏତିକି
ବୁଢୀ ଆଇ ଓ ନାତି ବୁଢୀ ଆଇ ଓ ନାତି
ଆଧୂନିକତାର ଭାବର ଧାରାରେ କବିତା କଲେ ରଚନା ପ୍ରେମିକ ପ୍ରେମିକା କବିତା ବିନ୍ୟାସେ ଆଧୂନିକତାର ଭାବର ଧାରାରେ କବିତା କଲେ ରଚନା ପ୍ରେମିକ ପ୍ରେମିକା କବିତା ବି...
ମାଟି ମାଆ ହିତ ରଚି ଦେଇଗଲା ଆଇନକୁ ଗଢି଼ଗଲା, ଦେଶର ପ୍ରାଣକୁ ଜାଗ୍ରତ କଲା ମାଟି ମାଆ ହିତ ରଚି ଦେଇଗଲା ଆଇନକୁ ଗଢି଼ଗଲା, ଦେଶର ପ୍ରାଣକୁ ଜାଗ୍ରତ କଲା
ଡିସେମ୍ବର ଗାଧୁଆ ତୁଠରେ ଅଧୁଆ ମୁହଁରେ ଆଙ୍କୁଥିଲା ସିଏ ଯେତେ ଜ୍ୟାମିତି ଡିସେମ୍ବର ଗାଧୁଆ ତୁଠରେ ଅଧୁଆ ମୁହଁରେ ଆଙ୍କୁଥିଲା ସିଏ ଯେତେ ଜ୍ୟାମିତି