STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ରଫ୍ ଖାତାଠଠଠଠଠରଫ୍ ଖାତା ଟି ସବୁ

ରଫ୍ ଖାତାଠଠଠଠଠରଫ୍ ଖାତା ଟି ସବୁ

1 min
243


ବିଷୟ ର ଏକ ପ୍ରଛ୍ଛଦିତ

 ଲିଖିତ ସମାହାର

ତା ଦେହେ ହୁଏ କେତେ

     ଗାରାଗାରି

କେତେ ଚିତ୍ର ବିଚିତ୍ର

ଅଙ୍କନର ଏକ ଜୀବନ୍ତ

   ଉଦାହରଣ

କେତେ ବେଳେ କେଉଁ

ଫର୍ଦ୍ଦ ଚିରା ଥାଏ

ପୁଣି କେତେବେଳେ

ଛିଣ୍ତାଇ ଚିରା ଯାଏ

ସେତ ରଫ୍ ଖାତା ବୋଲି

କରେନା ସେ କେବେ ମନା

ସବୁ କିଛି ଯାଏ ସହିଯାଏ

ରୂପକୁ ତା କରନ୍ତି ପିଲାଏ

   କୁସ୍ଛିତ କଦାକାର

କେତେ ବେଳେ ବିଦ୍ୟାଳୟେ

କେତେ ବେଳେ ଘରେ

ହୋଇଥାଏ ତା ବ୍ଯବହାର

ସଦା ସିଏ ଥାଏ ସାଥିରେ

ହୁଏ ନା ତା ହତାଦର

ସର୍ବଦା ସେ ସଭିଙ୍କ ପ୍ରିୟ

ସବୁ ଖାତା ଭିତରେ ଶ୍ରେଷ୍ଠ

  ରଫ୍ ଖାତା ସେ ଆମର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational