STORYMIRROR

Aswini Kumar Behera

Abstract Classics Inspirational

2  

Aswini Kumar Behera

Abstract Classics Inspirational

ଋଣ।ନୁବନ୍ଧର ଜଗତ

ଋଣ।ନୁବନ୍ଧର ଜଗତ

1 min
105


ଜଗତରେ ଯେତେ        ସମ୍ପର୍କ ରହିଛି

      ଋଣ।ନୁବନ୍ଧରେ ପ୍ରତିଷ୍ଠା

ଏହି ବନ୍ଧନରୁ         ମୁକ୍ତି ପାଇଁ ଆମେ

      ଅନ୍ଧାରରେ କରୁ ଚେଷ୍ଟା ।

ଋଣ।ନୁବନ୍ଧରେ          ଶାଶ୍ୱତ ସୁଖ ର

      ଅନ୍ୱେଷଣରେ ଆମେ ଲିପ୍ତ

ବିନା ସ୍ୱାର୍ଥ ରେ      ଯେ ସେବାଟି କରିଲେ 

      ଋଣ।ନୁବନ୍ଧର ସମାପ୍ତ ।


        


               



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract