STORYMIRROR

Akshayakumar Dash

Romance Action Fantasy

3  

Akshayakumar Dash

Romance Action Fantasy

ରଂଗ

ରଂଗ

1 min
216

ରଂଗ ମଞ୍ଚରେ ରଂକ ରୁ ରାଜା

ସଭେଁ ଅଟୁ କଳାକାର,

 ଉପାଶକ ଦେହରୁ ଦେହୀଙ୍କୁ

ପ୍ରକୃତି ପ୍ରେମ ବିଭୋର।


ଭଲପାଇବାକୁ ଆଗମନ

ଏଠି କରିବାକୁ ପ୍ରେମ,

 ଦିଆନିଆ ବରଷା ଧାରାରେ

ଭିଜିବାକୁ ଦେଇ ଶ୍ରମ।


ରାତି ରତି ମାତି ତାତି ଛାତି

ଥକି ଯାଏନାହିଁ ମନ,

ପ୍ରେମ ଆସ୍ଵାଦ ଅମୃତ ପ୍ରାପ୍ତ

ସୃଷ୍ଟିର ଶ୍ରେଷ୍ଠ ଧନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Romance