STORYMIRROR

Akshayakumar Dash

Romance Action Inspirational

2  

Akshayakumar Dash

Romance Action Inspirational

ରମଣୀ

ରମଣୀ

1 min
94

ସୁନ୍ଦର ହେବାର ଲୋଭ

ଗୋଟେ ପଣେ ନିଜର

କ୍ଷଣେ ସାତପର

ଝଡ ବର୍ଷାର ସମ୍ଭାର

କରୁଣାର ଢାଲ ତଳେ

ନିଷ୍ଠୁର କୃପାଣ ।

ଗର୍ତ ଗହ୍ୱରର ଦେହ

ଆଶା ପ୍ରତ୍ୟାଶା ରେ ହୁଏ ହୁତାସନ

ତାହୃଦୟ ସିକୁଳିରୁ 

ମୁକୁଳି ନପାରେ କେହି

ଅସନ୍ତୁଳନ କାମନା ଅନଳ

ଅଭିମାନି ନଈ ପରି

ବହିଯାଏ ନିରନ୍ତର ।।

ଅସ୍ତିର ଅଧର୍ଯ୍ୟ ଅବିଶ୍ୱାସ

କ୍ଷୋଭ ବିଦ୍ରୋହ ଇର୍ଷାରେ

କାୟା ଛାୟା କ୍ଷଣେ

ଅତି ଆପଣାର

ସେବି ମଣ୍ଡକିନୀ

ପାପ ପୁଣ୍ୟ ପାବନ ହସ୍ତକୁ

ପ୍ରସାରିଛି ଧରା ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Romance