STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ରେଡ଼ିଓ ସାଥି

ରେଡ଼ିଓ ସାଥି

1 min
153


ରେଡ଼ିଓ ଆମ ସାଥି ବନ୍ଧୁ

ରେଡିଓ ଆମ ସାଥି

ରେଡ଼ିଓ ଆସ ଶୁଣିବା ହୋଇ ଏକାଠି

ରେଡ଼ିଓ ଆମ ପ୍ରଥମେ ବାହାରିଲା

ଯେତେବେଳେ ଟିଭି କେଉଁଠି ନ ଥିଲା

ଆଜି ବି ରେଡ଼ିଓ ର ମାନ ସବୁଠି ଅଛି

ରେଡ଼ିଓ ରେ ସବୁ ଖବର ପ୍ରଚାର ହେଉଛି

ମନ କି ବାତ୍ ରେଡ଼ିଓରେ ପ୍ରଚାର୍ ହେଉଛି

ପାଣି ପାଗ ଖବର ରେଡ଼ିଓ ଆଗେ ଦେଉଛି

ଆମ କଳା ସଂସ୍କୃତି ର ପ୍ରଚାର୍ ରେଡ଼ିଓ କରୁଛି

ଆମ ମହାପୁରୁଷ ଙ୍କ ଜୀବନୀ ଶୁଣିବାକୁ ମିଳୁଛି

କେତେ ଯୁବ ପ୍ରତିଭା ଆଗକୁ ଆସନ୍ତି

ନିଜ କଳା କୁ ରେଡ଼ିଓ ରେ ଆଗକୁ ନିଅନ୍ତି

ରେଡ଼ିଓ ଆଜି ମୁବାଇଲ ରେ ବି ରହିଛି

ରେଡ଼ିଓ ଦିନ କୁ ଦିନ ଲୋକ ପ୍ରିୟ ହେଉଛି

ରେଡ଼ିଓ ଆମ ଚିର ଦିନ ରହି ଥାଉ

ରେଡ଼ିଓ ସବୁଠି ଶୁଭୁ ଥାଉ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational