STORYMIRROR

Chinmayee Barik

Abstract

5.0  

Chinmayee Barik

Abstract

ରାସ୍ତା ତ ଅଲଗା ଥିଲା

ରାସ୍ତା ତ ଅଲଗା ଥିଲା

1 min
12.6K


ରାସ୍ତା ତ ଅଲଗା ଥିଲା

ସାହାସ ଟିକେ ଥିଲା ବୋଲି

ସାଥୀରେ ଚାଲିଥିଲୁ...

ପ୍ରତିଶ୍ରୁତି ବି କିଛି ନ ଥିଲା

ଝଡର ଭୟରେ ଛତାର

ସାହାରା ବି ନେଇ ନ ଥିଲୁ..

କଥା ସରିଯିବ ବୋଲି

ମନର କଥା ମନରେ

ରହିବା ଶ୍ରେୟ ମଣିଥିଲୁ...

ଏତେ ସବୁ କଲା ପରେ ବି

କିଛି ବାକିର ସନ୍ଧାନରେ

ପ୍ରତାରଣାଟିକୁ ଆବୋରି ବସିଲୁ.....

Lucy


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract