Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Priyanaka daya Kari nema kyha

Classics Thriller

4  

Priyanaka daya Kari nema kyha

Classics Thriller

ରାମଙ୍କ ଜନ୍ମ

ରାମଙ୍କ ଜନ୍ମ

1 min
201



ଯଂଜ୍ଞ କଲେ, ରୁଷି ମାନଙ୍କ ମନଙ୍କୁ ବିଚାରି,

ତିନି ରାଣି ସହ ଦଶରଥ ଭକ୍ତିରେ ଈଶ୍ୱରଙ୍କୁ  ସୁମରି ||


ଯଂଜ୍ଞ ପିଣ୍ଡରୁ ହେଲା ଜାତ ଅମୃତ ଖିରି, 

ଯାହାକୁ ତିନି ରାଣି ପାନ କଲେ ଭାଙ୍ଗ କରି ||


ପାଇ ସେ ଅମୃତ ଖିରି କିଛି ଦିନ ଗଲା ବିତି,

ଜନ୍ମିତ ହେଲେ ପୁତ୍ର ଯାହାକୁ ପାଇଁ ଦଶରଥ ||


ଥିଲା ପ୍ରଭାତ ର ବେଳ କୌଶଲ୍ୟା ହେଲେ ମାତ,

ଚାରି ଧାମ ଯାହାର ଚରଣେ ସେ, ହେଲେ ରାମ ଜାତ ||


ଶୁଭିଲା ଶଙ୍ଖ ନାଦ, ଘଣ୍ଟ ଘଣ୍ଟି ସହିତ,

ଜାଣି ପାରିଲେ ଦଶରଥ ଏ, ସାଧାରଣ ନୁହଁ ଏ ବାଳକ ||


କୈକେଇ ଏକ ପୁତ୍ର ର ହେଲେ ମାତ,

ଯାହାର ନାମ ଭରତ ଅଟେ ସେ ବହୁ ଶାନ୍ତ ||


ସାନ ନାମ ଯେ, ସୁମିତ୍ରା, ଯମଯ ହେଲେ ଜନ୍ମିତ,

କି ବା ଜଣା ଥିଲା ବୃଦ୍ଧ କାଳେ ଦଶରଥ ହେବେ ପିତୃତ୍ବ ||


ପୁତ୍ର ର ଜନ୍ମରେ ଯେତେ ବାଣ୍ଟି ଲେ ଧନ ରତ୍ନ,

ବସୁନ୍ଧରା ହେଲା ଧନ୍ୟ ପାଇ ସେ ପାଦ ଚିହ୍ନ ||



Rate this content
Log in