Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Pramila Mohanty

Inspirational


3  

Pramila Mohanty

Inspirational


ରାକ୍ଷୀ

ରାକ୍ଷୀ

1 min 1 1 min 1


ଦୂର ରାଇଜରେ ଅଛି

ଭାଇ ମୋହର

ଆସି ପାରିନାହିଁ 

ରାକ୍ଷୀ ପୂର୍ଣ୍ଣିମାକୁ ଏଥର

ଆମ ସେହ୍ନ ମମତା

ରହିଛି ରହିଵ 

ଅନାବିଳ ଅତୁଟ ମମତା

ଏନ୍ତୁଡି ଶାଳର

ଆଖିରୁ ବୁହାଇ ଲୁହ

କହୁଛି ଭାଇ

ପଠାଇଛି ରାକ୍ଷୀ

ନେଇ ବାନ୍ଧି ଦେବୁ

ଖୋଲା ହେଲେ କାଲି

ଡାକଘର

ଅତୁଟ ରହିବ ଆମ

ବନ୍ଧନ

ଆସୁ ପଛେ ଯେତେ ଝଡ ।



Rate this content
Log in

More oriya poem from Pramila Mohanty

Similar oriya poem from Inspirational