STORYMIRROR

Goutam Mohanty

Romance

2  

Goutam Mohanty

Romance

ରାଧା ର ବିଚ୍ଛେଦ

ରାଧା ର ବିଚ୍ଛେଦ

1 min
108

ତୁ ଆଉ ବଜେଇବୁନି କହିଲୁ

ତୋ ପ୍ରିୟ ବଂଶୀର କୁହୁ

ରାଧାର ପ୍ରେମରେ ନା

ରାଧାର ବିଚ୍ଛେଦରେ...?


ତୋ ହୃଦୟ ଭାଙ୍ଗିଗଲା କି

ଯେ ତୁ ବିଶ୍ରାମର ବାହାନାରେ

ତୋ ଦୁଇ କୋମଳ ପାଦକୁ

ହରିଣ କାନ ସମ ଚିତ୍ରିତ କରି

ଶୋଇଗଲୁ ଶିଆଳିଲଟା ରେ...!


ସତ କହିବୁ ତୁ କରଥିଲୁ କି

ସ୍ୱଇଚ୍ଛା ରେ ଆତ୍ମହତ୍ୟା

ଅଥବା

ମୁଁ ସଂଶ୍ଳିଷ୍ଟ ଅଛି ତୋ ହତ୍ୟାରେ...!!?

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance