STORYMIRROR

Akankshyamayee Dash

Classics Inspirational

3  

Akankshyamayee Dash

Classics Inspirational

ପୁଣ୍ୟ ର ତୀର୍ଥ ଆମର ଅର୍ଥ

ପୁଣ୍ୟ ର ତୀର୍ଥ ଆମର ଅର୍ଥ

1 min
228



 ପୁଣ୍ୟ ର ତୀର୍ଥ ଆମର ଅର୍ଥ ,ନାହିଁ ପଥେ ଅନେକ ପରାର୍ଥ 

 ବିଜୟ ଦୁଆରୁ ଅର୍ଥ ସ୍ଥଳୀ ନାମ ବୁଝାଇବା ପାଇଁ ଆଗ ଅନର୍ଥ ।

  ଯେତିକି ଥାଉ ସେତିକିରେ ରହି ଥାଉ ଏଇ ସୋନ୍ଦର୍ଯ୍ୟ ର ଦୃଶ୍ୟ 

 ଆଗକୁ ନ ହେଲେ ପଚ୍ଚକୁ ହେବା ପାଇଁ କରୁ ଥାଉ ଆମେ ପଶ୍ୟ ।

   ସତ୍ୟ ଧର୍ମ ପଥ ଜୀବନ ର ଲକ୍ଷ୍ୟ 

ଯେ ଉ ନର ଆପଣ ଏ 

  ମର ଜଗତ ରୁ ବିଦାୟ ନେଲେ ବି ,ଲୋକ ତାର ଗୁଣ ଗାଏ ।

 ଯେତେ ଦୂର। ନ୍ତ ରେ ଥିଲେ ହେ ମନ୍ଦିର ଆଗକୁ ଅଛି ଶ୍ରୀ ଜଗନ୍ନାଥ କ ଭକତ ଦରଶନ ,

 ଜଗନ୍ନାଥ ନାମ କରିବ ସାର୍ଥକ ... ଏହି ମୋର ନାମ ଶୁଣିବ ଚକା ନୟ ନ ।


Rate this content
Log in

Similar oriya poem from Classics