STORYMIRROR

Brundabana Pradhan

Romance

3  

Brundabana Pradhan

Romance

ପ୍ରତିଶୋଧ

ପ୍ରତିଶୋଧ

1 min
1.4K

ପ୍ରତିଟି ମୁହୂର୍ତ୍ତରେ ଭାବିବସୁ 

ଜଳିବସୁ ଠିକ୍ ଶତ୍ରୁ ପରି 

ଅଥଚ ଜାଣିପାରେ ନାହିଁ ମୁହିଁ 

ଦିନ କାଟେ ତୋ ମୁହଁକୁ ଚାହିଁ।

ମୁଁ ତୋ ମନର ଗଭୀରତା

ପାରିନାହିଁ ମାପ କରି

ପ୍ରତିଶୋଧର ବହ୍ନି ଏକା

ରଖିଛୁ ତୁ ସାଇତି କରି। 

ମନର ପ୍ରେୟଶି ଗୋ 

କ'ଣ କରିଛି ମୁଁ ଅପରାଧ 

ଯେ ଆଜି ତୁଚ୍ଛା ରେ ନେଇ

ଚାଳୁଛ ଗୋ ତୁମେ ପ୍ରତିଶୋଧ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance