STORYMIRROR

Nuhen mu Kabi

Abstract Inspirational Others

3  

Nuhen mu Kabi

Abstract Inspirational Others

ପ୍ରତିଛବି

ପ୍ରତିଛବି

1 min
187

ପ୍ରତିଛବି ମୋର ମତେ କହୁଥାଏ

   ମୁଁ ଯେ ଅତ୍ୟନ୍ତ ନିଜର,

ଖୁସିର ମନ ଟା ଝରି ଗଲା ସତେ

   ଆସିଗଲା ଯେବେ ଅନ୍ଧାର l


କେତେ ମୁଁ ଖୋଜିଲି ବନ୍ଧୁକୁ ମୋର

   ଅନ୍ଧାରେ ପାଇଲି ନାହିଁ,

ପ୍ରଭାତେ ଉଠି ଦେଖେ ମୁଁ ତଳକୁ 

 ମାଟି ରେ ଲୋଟେ ମୋ ଛାଇ l


ବିପଦ ପଡିଲେ ପ୍ରତିଛବି ଲୁଚେ

  ମଣିଷ କି ଦେବ ତୁଲ୍ୟ,

ସବୁ ଏଠି ଆଜି ସ୍ଵାର୍ଥ ରେ ବାନ୍ଧିତା

   ପଛରେ ବୁଝନ୍ତି ମୂଲ୍ୟ l


Rate this content
Log in

Similar oriya poem from Abstract