Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nuhen mu Kabi

Inspirational Others Children

3  

Nuhen mu Kabi

Inspirational Others Children

ଟ୍ରେନ୍ ଚାଳକ

ଟ୍ରେନ୍ ଚାଳକ

1 min
198


କେତେ ଯେ ଜୀବନ ନିର୍ଭର ତୋ ଠେ

ମନ ରେ କେତେ ଯେ ଆଶା, 

ଦୂର ଦେଶରୁ ଯେ ଉଡିଆସିଛନ୍ତି 

ଛାଡି ଦେଇ ତାଙ୍କ ବସା l


ହସ ହସ ମୁହଁ ଦୁଃଖ କଷ୍ଟ ଦେହ 

କା ମନେ କେତେ ଯେ କଥା, 

ଉଜାଗର ରହି ରାତି ରାତି ଚାହିଁ 

କାହା ଦେହେ କେତେ ଯେ ବ୍ୟଥା l


ଭୟ ଛାଡିଦେଇ ଖୁସି ରେ ବସନ୍ତି 

ଉଠାନ୍ତି ଟ୍ରେନ୍ ର ମଜା, 

ତୋ ଭୁଲ୍ ପାଇଁ କେତେ ଜୀବନ

ପାଇବେ ଉପରେ ସଜା ll



Rate this content
Log in

Similar oriya poem from Inspirational