STORYMIRROR

Akankshyamayee Dash

Inspirational

3  

Akankshyamayee Dash

Inspirational

ପ୍ରତି ବନ୍ଧନ

ପ୍ରତି ବନ୍ଧନ

1 min
211


ପ୍ରତି ବନ୍ଧନ ନାଇ ସିଂହ ଦୁଆରେ

ମୁଖକୁ ଅନାଇ ବସି

ମୁଖ ଚାହିଁ ଚାହିଁ କେତେ ଦୂର ଯିବି

ପଇସା ଅନାଇ ଚାଷୀ ।

ଚାଷୀ ନୁହେଁ ଭାଇ ଚାଷୀ,

ଚାଷୀକୁ ଅନାଇ ବସି ରହିବା ଆମ୍ଭ ପରିବାର ବାସି,

ପରିବାର ସବୁ ଗଢି ଉଠି ଥାଏ,ସୁଖ ସମ୍ପତି ଭରା

ପରିବାରେ ଜଣେ ସଦସ୍ୟ ଅଛନ୍ତି ପଇସା ସରିବ ପର।

ତୁମ ପରି ନେତା ଦେଖି ନାହୁ କାଳ କାଳକୁ

ତୁମ ମୁହଁ ଚାହିଁ ଭୋଟ ଦେଲି ତୁମ ଦଳକୁ

ପ୍ରତିବନ୍ଧନ ସଜ୍ଜା ଛିନ୍ନ ନ କରରେ ଭାଇ

ପ୍ରତି ବନ୍ଧନ ହିଁ ଆମ ଗର୍ବ ଗୌରବର ସାଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational