Liza Senapati
Tragedy
ପ୍ରତାରଣା ଆଉ ବିରହର ଭାଷା,
ବୁଝି କି ପାରୁଚି ମୁଁ,
ମୁଁ ତ ଜଳୁଚି ବିନା ନିଆଁରେ,
ଶୀତଳଯୁଦ୍ଧଟେ କରି।
ଅନ୍ଧାର ଦେଖି ଡ଼ରିଯାଉଚି,
ଦିଶୁଚି ଚେହେରା ତୋର
ଭିଡ଼ରେ ଏକଲା ଏକଲା,.
ନିଜକୁ ଖୋଜିମୁଁ ଚାଲିଚି।
କିଛି
ଜୀବନ
ବନ୍ଧନ
ପ୍ରେମ
ଅପରିଚିତ
ଯାଦୁ
ଶୀତ ଋତୁ
ପରିବାର
ହିରୋ
ମୋ ଦେଶ
କାହିଁ ମନ ମାନୁନି ? କାହିଁ ମନ ମାନୁନି ?
ଆନନ୍ଦର ଉଜ୍ଜ୍ବଳ ମୁଖରେ ସାରା ଜଗତକୁ ଆଲୋକର ସୁଖ ଦେଇ ଶୀତଳତାର ପରଶ ଦେଇ କୋଟିକୋଟି ଶିଶୁଙ୍କ ମାମୁଁ ରୂପରେ... ଆନନ୍ଦର ଉଜ୍ଜ୍ବଳ ମୁଖରେ ସାରା ଜଗତକୁ ଆଲୋକର ସୁଖ ଦେଇ ଶୀତଳତାର ପରଶ ଦେଇ କୋଟିକୋଟି...
ନିଦରେ ନିଦରେ
ଦାଦନ ଦାନବ ଦାଦନ ଦାନବ
ବିନାଶ କରି ଅସୁର ସୁର କରିଲ ଉଦ୍ଧାର। ସୁରେଶ୍ଵରୀ ଦେବମାତା ବନ୍ଦନୀୟା ଏ ଧରାର।। ଦୁର୍ବଳକୁ ବଳ ଦେଉ ଗରିବକୁ ଧନ।... ବିନାଶ କରି ଅସୁର ସୁର କରିଲ ଉଦ୍ଧାର। ସୁରେଶ୍ଵରୀ ଦେବମାତା ବନ୍ଦନୀୟା ଏ ଧରାର।। ଦୁର୍ବଳ...
ତୁମେ ଗଲାପରେ ଅଛି ବାସ୍ତବରେ ନିଜକୁ ନିଜେ ପଚାରେ ତୁମେ ଗଲାପରେ ବନ୍ଦୀ ପଞ୍ଜୁରୀରେ ନିଜ ଛାଇକୁବି ଡର... ତୁମେ ଗଲାପରେ ଅଛି ବାସ୍ତବରେ ନିଜକୁ ନିଜେ ପଚାରେ ତୁମେ ଗଲାପରେ ବନ୍ଦୀ ପଞ୍ଜୁରୀରେ ...
ଏ ବୟସ କଣ ଚାଲିଯିବାର କି ? କେଉଁଠି ଗଲୁ ତୁ ହଜି, ଲୁହ କୋହ ଦେଇ ଚାଲିଗଲୁ ତୁହି ଅଫେରା ଅତିଥି ଏ ବୟସ କଣ ଚାଲିଯିବାର କି ? କେଉଁଠି ଗଲୁ ତୁ ହଜି, ଲୁହ କୋହ ଦେଇ ଚାଲିଗଲୁ ତୁହି ...
ବିରହ ବିରହ
ଲୋଡ଼ା ନାହିଁ ମୋର ଇନ୍ଦ୍ରପଦ ଅବା ବିଶ୍ବର ସକଳ ସମ୍ପଦ ଝାଟିମାଟି ଘରେ ମୋ ପଖାଳ କଂସାରେ ମୋ ସୁଖ ନିହିତ ଲୋଡ଼ା ନାହିଁ ମୋର ଇନ୍ଦ୍ରପଦ ଅବା ବିଶ୍ବର ସକଳ ସମ୍ପଦ ଝାଟିମାଟି ଘରେ ମୋ ପଖାଳ କଂସାରେ ମୋ ...
ଆସିରଗଡ଼ରେ ସଂଗ୍ରାମୀ ସୁରେନ୍ଦ୍ର ହରାଇଲେ ପଛେ ପ୍ରାଣ, ଗୋଲାମୀ ଶାସକ ନିକଟରେ ମୁଣ୍ଡ ନୁଇଁଲେନି କେଉଁଦି ଆସିରଗଡ଼ରେ ସଂଗ୍ରାମୀ ସୁରେନ୍ଦ୍ର ହରାଇଲେ ପଛେ ପ୍ରାଣ, ଗୋଲାମୀ ଶାସକ ନିକଟରେ ମୁଣ୍ଡ ନୁଇଁଲେ...
ଝୁରି ଝୁରି ମୋର ଜୀବନ ଯାଉଛି କପଟ ପ୍ରେମେ ତୁମରି । ଝୁରି ଝୁରି ମୋର ଜୀବନ ଯାଉଛି କପଟ ପ୍ରେମେ ତୁମରି ।
ନିଜ ମାଟି ନିଜ ପାଇଁ ପାଲଟୁ ବୈକୁଣ୍ଠ ଦୂର ହେଉ ସମୟର ଦାଦନ ସଙ୍କଟ ।। ନିଜ ମାଟି ନିଜ ପାଇଁ ପାଲଟୁ ବୈକୁଣ୍ଠ ଦୂର ହେଉ ସମୟର ଦାଦନ ସଙ୍କଟ ।।
ଜନ୍ମ କ'ଣ ଏକ ଅପରାଧ ? ଜନ୍ମ କ'ଣ ଏକ ଅପରାଧ ?
ଅଧରେ ଫୁଟାଅ ହସ ଅଧରେ ଫୁଟାଅ ହସ
କରି ପାରିବିନି ଭଲ ପାଇବାର ବୃଥା ଅଭିନୟ,ଅନାବଶ୍ୟକ ଛଳନା, ବିହଙ୍ଗ ମୁଁ, ଭୁଲିଯାଇଛି ସୁନ୍ଦର ନୀଡ଼ ତିଆରି କରୁକରୁ... କରି ପାରିବିନି ଭଲ ପାଇବାର ବୃଥା ଅଭିନୟ,ଅନାବଶ୍ୟକ ଛଳନା, ବିହଙ୍ଗ ମୁଁ, ଭୁଲିଯାଇଛି ସୁନ୍...
When Dreams Are Shattered By Reality When Dreams Are Shattered By Reality
କଅଁଳି ଉଠିବ ଶୁଷ୍କ ଦୁର୍ବାଦଳ ! କଅଁଳି ଉଠିବ ଶୁଷ୍କ ଦୁର୍ବାଦଳ !
କରୁଛି ଆହ୍ଵାନ କ୍ରାନ୍ତିକାରୀ ଶୁଣ କାଳ ଯାଏ ଦୁଃଖେ ସରି କାଢିବା କଳୁଷ କି ସୁନ୍ଦର ଦେଶ ... କରୁଛି ଆହ୍ଵାନ କ୍ରାନ୍ତିକାରୀ ଶୁଣ କାଳ ଯାଏ ଦୁଃଖେ ସରି କାଢିବା କଳୁଷ ...
ପତ୍ନୀ ଚାହିଁଥିଲା ଫେରିବା ବାଟକୁ ଲେଖିଲା ପତ୍ନୀକୁ ଚିଠି ପତ୍ନୀ ଚାହିଁଥିଲା ଫେରିବା ବାଟକୁ ଲେଖିଲା ପତ୍ନୀକୁ ଚିଠି
କି ଅସହାୟପଣ ଦେଖ ତ,ଚାହିଁଲେ ବି ଲାଚାର ମୁଁ, ଫେରି ଯିବି ପୁଣିଥରେ ସେହି ଗର୍ଭଗୃହକୁ ଏବେ ପୁଣି ଖୋଳପା ଭିତରେ ପ୍ୟୁପା ... କି ଅସହାୟପଣ ଦେଖ ତ,ଚାହିଁଲେ ବି ଲାଚାର ମୁଁ, ଫେରି ଯିବି ପୁଣିଥରେ ସେହି ଗର୍ଭଗୃହକୁ ଏବେ ପୁଣି...