Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Tragedy

2  

Abhiram Sahoo

Tragedy

ପ୍ରତାରଣା

ପ୍ରତାରଣା

1 min
1.5K


ତୁମ ସଂଜଦୀପକୁ ଦିନେ

ଫୁଙ୍କି ଲିଭେଇ ଦେଉଥିବା ପାପ

ଆଜି ତୁମ ହୃଦ‐ଚଉରାରେ

ପୁଣ୍ଯର ତୁଳସୀ,

ତୁମ ଶାଶ୍ବତ ସ୍ବପ୍ନକୁ ଦିନେ

ବାରଂବାର ଦଂଶନ କରୁଥିବା ସାପ

ତା' ଗରଳରେ ପୂର୍ଣ୍ଣ ଆଜି ତୁମ

ଅମୃତ କଳସୀ ।


ମୁଁ ଭୁଲିଯାଇଛି

କେବେ ଦିନେ ତୁମ ସ୍ମୃତିର

ଘିଅବୋଳା ସଳିତାରେ

ଦିକ୍ ଦିକ୍ ଜଳୁଥିଲି,

ମୋ ରକ୍ତକୁ ଟୋପେ ଟୋପେ ଅମୃତରେ

ତୁମ ପ୍ରୀତି‐କଳସୀ ଭରୁଥିଲି !

×××


Rate this content
Log in

Similar oriya poem from Tragedy