STORYMIRROR

Gunanidhi Samal

Comedy

3  

Gunanidhi Samal

Comedy

ପ୍ରପୋଜ ଡେ

ପ୍ରପୋଜ ଡେ

1 min
243

ରୋଜ ଧରିକି ପାର୍କକୁ ଗଲି

ବସିଲି ସେଠାରେ ଛକି

ଭାବି ନେଇଥିଲି ମିଳିଯିବ ନିଶ୍ଚେ

କେହି ବି ସୁନ୍ଦରୀ ଟୋକୀ

ଆଣ୍ଠେଇ ପଡିକି ନେହୁରା ହେଲି ମୁଁ

ପ୍ରପୋଜ କରିଲି କେତେ

ଆଇନା ରେ ମୁହଁ ଦେଖି ଆସିବାକୁ

କିଏ ସେ କହିଲା ମୋତେ ,

କେତେ ଦେଲେ ମୁହଁ ମୋଡ଼ି

କେହି ନ'ମିଳିଲେ ପ୍ରପୋଜ କରିବି

ବୁଢ଼ୀ ଅବା ଦରବୁଢ଼ୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy