Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aa bbb Msh

Tragedy Inspirational

3  

Aa bbb Msh

Tragedy Inspirational

ପ୍ରକୃତି

ପ୍ରକୃତି

1 min
137


ପ୍ରକୃତିର କୁଳ ସବୁଜ ସୁନ୍ଦର 

   ଗଛ ଲତା ବନ ବିଲ 

 ପ୍ରଜାପତି ଉଡେ ଚୁମିବା ଆଶାରେ 

  ନାନା ପ୍ରଜାତିର ଫୁଲ ।


ପାହାଡ଼ ଶିଖରୁ ଝରଣାଟିରେ 

  କୁଳୁକୁଳୁ ନାଦ କରି 

 ପକ୍ଷୀ ଶାବକର କିଚିରି ମିଚିରି 

  ମନେ ତୃପ୍ତି ଦିଏ ଭରି ।।


ବନେ ଉପଵନେ ଆଗ ପରି ଆଉ 

 ଫୁଟୁ ନାହିଁ ଫୁଲ ଆଜି 

କଷ୍ଟ ହୁଏ ଛଅ ଋତୁ ଚିହ୍ନିବାକୁ 

 ଲୁହରେ ଯାଉଛୁ ଭିଜି ।।



Rate this content
Log in

More oriya poem from Aa bbb Msh

Similar oriya poem from Tragedy