Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subrat Kumar Nath

Tragedy Others

3  

Subrat Kumar Nath

Tragedy Others

ପ୍ରକୃତି ର ଛାୟା

ପ୍ରକୃତି ର ଛାୟା

1 min
206


ତ୍ରିପଥଗା କୂଲୁ ତରୁ ର ଆହ୍ୱାନ

ଜଡ ଦୋହଲୁଛି,ବସାରେ ଛୋଟିଆ ସ୍ପନ୍ଦନ।


ସୁବର୍ଣ୍ଣ ସୁପର୍ଣ୍ଣ କ୍ଷତରେ ଜଳୁଛି

କୃର ନଦୀସ୍ରୋତ ଉଚ୍ଚରେ ଗର୍ଜୁଛି।


ବେଗି ବିଜୁଳିରେ ମୁର୍ଗାଙ୍କ ବିସ୍ମିତ

ପକ୍ଷୀରାଜ ବାହୁ ରକ୍ତରେ ରଞ୍ଜିତ।


ରାତ୍ରି ର ଅନ୍ଧାରେ ମହିରୁଦ ନଇଁଣ ଚାଲିଛି

ପୁଣି ସ୍ୱଳ୍ପରେ ଛୋଟିଆ ସ୍ପନ୍ଦନ ଝୁଲୁଛି।


ବେଳେକେ ମହିରୁଦ ସମ୍ପୂର୍ଣ୍ଣ ଟଳି ପଡିଥିଲା

ରକ୍ତରେ ପୀୟସ୍ୱିନୀ ଶଯ୍ୟାଶାୟୀ ଥିଲା।


Rate this content
Log in

Similar oriya poem from Tragedy