STORYMIRROR

Subrat Kumar Nath

Abstract

2  

Subrat Kumar Nath

Abstract

ଶୁଭ ସକାଳ

ଶୁଭ ସକାଳ

1 min
283

କେତେ ଯେ ଅସଂଯ ଏ ଶୁଭ ସକାଳ

ନର ମାହାତ୍ମ୍ୟ ସମ୍ପୂର୍ଣ୍ଣ ଶେଷ,ଉପେକ୍ଷା କରି ନୀଳଶ୍ୟାମଳ।


ଧୁସରରେ ଭରା ଧରା ଶ୍ରୀକ୍ଷେତ୍ର

ସବୁଜିମା ଖୋଜେ ଗୋଲକ ନେତ୍ର


କାଳଙ୍ଗର ଶବ୍ଦ କୁଚିତ ମାତ୍ର

ସାଜିଛି ଆଜି ସେ ବ୍ୟଞ୍ଜନ ପାତ୍ର।


ସତ୍ସଙ୍ଗ ପାବକ ବି ଆଜି ବିଲୁପ୍ତ ପ୍ରାୟ

ଧିମା ଧିମା ଜଳି,ବାଣ୍ଟୁଛି ନ୍ୟାୟ।


ନଭ ଲୋଚନ ଚାହେଁ ବିହଙ୍ଗମାଳ

ନା ଅଛି ସେ ନୟନ ମୁଦ,ନା ଅଛି ସେ ଶୁଭ ସକାଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract