STORYMIRROR

Subrat Kumar Nath

Others

3  

Subrat Kumar Nath

Others

ପ୍ରୟୋଦାରମ୍ଭ

ପ୍ରୟୋଦାରମ୍ଭ

1 min
379

ଉତ୍ତପ୍ତ ଅଂଶୁମାଳୀ ପ୍ରଖର ଗାଥାରେ

ସୁବର୍ଣ୍ଣ ଦିବାବର୍ଣ୍ଣ ଅଜଣା ଅର୍ଥରେ ।


ମୃଗରାଜ ଚାଲେ କୁଞ୍ଚିତ ପଥରେ

ବନପ୍ରିୟ ଶୂନ୍ୟ ପୁଣି ପର୍ବତ ଶିଖରେ ।


ମାନବ ଖୋଜେ ଯେ ଏଠି ଚକ୍ରଧର ଛାଇ

ମଣ୍ଡୁକ ଖୋଜୁଛି ପୁଣି ପଙ୍କଲଦା ନଈ ।


ଭାନୁର ପ୍ରଭାବେ ଆନନ ଅନ୍ଧାର

ଗ୍ରୀଷ୍ମ ପ୍ରବାହରେ ବହି ରୁଦ୍ର ହାହାକାର ।


ସ୍ୱଳ୍ପ ବାରିଦର ଆଶାରେ ପରସୀ

ଅପୂର୍ବ ଜଳରାଶି ଦେଖିବ କାଳପ,ଚାହିଁଛି ହରଷି ।



Rate this content
Log in