STORYMIRROR

KSHIRADRI SAHU

Romance Inspirational

3  

KSHIRADRI SAHU

Romance Inspirational

ପ୍ରକୃତ ପ୍ରେମ

ପ୍ରକୃତ ପ୍ରେମ

1 min
142

ଅଢେଇ ଅକ୍ଷରେ ନାମଟି ଯାର

ପ୍ରେମ ହିଁ ସିଏ ସବୁଠୁ ସାର ।


ପ୍ରେମ ନୁହେଁ ଶରୀର ମିଳନ

ହୃଦୟ ମିଳନେ ପ୍ରେମର ଜନ୍ମ ।


ବିଶ୍ୱାସେ ମିଳଇ ପ୍ରକୃତ ପ୍ରେମ

ସନ୍ଦେହରେ ପ୍ରେମ ହୁଏ ବିରାମ ।


ପ୍ରେମିକ ଓ ପ୍ରେମିକା ପ୍ରେମର ଅଂଶ

ଏକ ପୋଖରୀର ଦୁଇଟି ହଂସ ।


ପ୍ରେମ ଯେ ସତ୍ୟ ଚିରନ୍ତନ

ଯୁଗଯୁଗ ର ଅତୁଟ ବନ୍ଧନ ।


ପ୍ରେମ ଅଟେ ଈଶ୍ୱରଙ୍କ ଦାନ

ପ୍ରକୃତ ପ୍ରେମକୁ ଦିଅ ସମ୍ମାନ ।


Rate this content
Log in

Similar oriya poem from Romance