STORYMIRROR

Liza Senapati

Abstract

3  

Liza Senapati

Abstract

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
446

ଛିଡି ନ ଯାଉ କେବେ

ବନ୍ଧୁତାର ଡୋରି,

ଲିଭି ନ ଯାଉ କେବେ

ଭଲପାଇବାର ଦିପ।

ସୁଖ ବୋଲି ଯୋଉ ଦି ପଦ

ମୋ ପାଇଁ ସେତ ଅଜଣା।

ଆସିଚୁ ଯେବେଠୁ ସବୁ ଦିନ ହସୁଚି,

ତତେ ପାଇ ସତେ ,

ପାଇଚି ତୋ ପାଖେ ମୋ ଦୁନିଆ।

ସ୍ମୃତିରେ ସ୍ମୃତିରେ ପ୍ରତିବିମ୍ଭିତ 

ପ୍ରତିକ୍ଷଣ ତୋର ମୁହଁ,

ଭୁଲିକି ପାରିବି ତତେ କହ।

ତୋ ବିନା କ୍ଷଣିକ, 

 ନିରାଶର ଅନ୍ଧାର ,

ମୋ ପାଇଁ ତୁ ଆଶାର ଆଲୋକ।

ବନ୍ଧୁ ନୁହେଁ ତୁ 

ମୋ ଜୀବନ ଦିପ।

ପ୍ରକୃତ ବନ୍ଧୁଟେ ମୋ ପାଇଁ,

ତୁ କେତେ ପୂଣ୍ୟର ପ୍ରାପ୍ତି।

ବିପଦେ ଆପଦେ ତୁ,

ମୋ ପାଇଁ ଅଭୟ ବର।

ଅନ୍ତରର ଅନ୍ତଯ୍ୟାମୀ ତୁ,

ଆଖି ଦେଖି ପଢୁ ହୃଦୟର ଭାଷା।

ବିଶ୍ୱାସ ମୋ ନିଃଶ୍ୱାସଠୁ ନୁହେଁ ଦୂର,

କେତେ ଆସି କେତେ ଗଲେ,

ଛାଇ ହେଇ ଅଛୁ ସଦା ପାଖେ ମୋର।

କ୍ଷଣିକ ଦୂରତା ତୋ ଠାରୁ ମୋ ପାଇଁ ଅସହ୍ୟ,

ରହିଚୁ ରହିଥା ମୋ ପାଇଁ ହେଇ ଅମୂଲ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract