STORYMIRROR

Pramod Kumar Jena

Tragedy

3  

Pramod Kumar Jena

Tragedy

ପ୍ରଜାପତି

ପ୍ରଜାପତି

1 min
637

ଉଡୁଥିଲି ଯେବେ       ଏ ଫୁଲୁ ସେ ଫୁଲ

ଧାଇଁଲ ପଛରେ ମୋର

ସୁନ୍ଦର ରୂପରେ           ଆକର୍ଷିତ ହୋଇ

ଧରିଲ ମୋ ଦୁଇ ପର


ଭାଙ୍ଗି ଡେଣା ମୋର    ଫିଙ୍ଗି ଦେଲ ତଳେ

ଆଦର ସୁହାଗ କାହିଁ

କାହା ପାଦ ତଳେ      ପ୍ରାଣ ଗଲା ମୋର

ଥରେ ତ ଦେଖିଲ ନାହିଁ

ପ୍ରମୋଦ କୁମାର ଜେନା ©



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy