STORYMIRROR

Kumarlal Rana

Romance Others

2  

Kumarlal Rana

Romance Others

ପ୍ରିୟତମା

ପ୍ରିୟତମା

1 min
124

ଆଶା ମୋ ନ ଭାଙ୍ଗ ପ୍ରିୟ ସଜନୀ l 

        ଏବେ ଆସିଛି ବସନ୍ତ ରଜନୀ l

 ଦେଖ ସମୟ ଯାଉଅଛି  ନଇଁ l

        ପ୍ରୀତି ଲାଭ ଆଶା  ମୁକତି ପାଇଁ l

କରିଛି ଅପେକ୍ଷା ଗୁଣକୁ ତୋର l

           ଆଶା  ଲଭୁଛି ବହୁତ କାତର l

ବୀରହ  ବ୍ୟଥା ଦେହେ ଅଛି ରହି 

           ଆଶା  ନ ଭାଙ୍ଗ ମୋର  ପ୍ରିୟ ସହି l

ବ୍ୟଥା ଲାଗଇ ମୋହର ଜୀବନ l

           ବିରହେ ଦେହ  ଯାଉଛି ନଇଁ l 



Rate this content
Log in

Similar oriya poem from Romance