The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Gunanidhi Samal

Tragedy

3  

Gunanidhi Samal

Tragedy

ପ୍ରିୟତମା କୁ ପଦେ

ପ୍ରିୟତମା କୁ ପଦେ

1 min
21


କହିବିନି ତୁମକୁ ମୁଁ"

ପାଏ ବୋଲି ଭଲ

ଯଦି କହେ ତୁମେ କିିବା

ଦେବ ତାର ମୂଲ ।

ଛାଡିି ଦେଇ ଚାଲିଗଲ

ଧରି କାର ହାତ

ଦୁୁନିଆଁ ଆଖିରେ ମୋତେ

କରି କଳଙ୍କିତ ।

ଏମିତି ଜୀବନ ମୁହିଁ

ଜୀଉଁଛିି ଏଠାରେ

ତୁୁୁମ ବିନା ପ୍ରତିକ୍ଷଣ

ନ ମରିବି ମରେ ।

ଆଉ କେବେ ଆସିବନି

ପ୍ରିୟା ମୋର ପାଶେ

ଆସିଲେ ଆସିବ ମୋର

ଜୀବନର ଶେଷେ ।


Rate this content
Log in

More oriya poem from Gunanidhi Samal

Similar oriya poem from Tragedy