Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here
Independence Day Book Fair - 75% flat discount all physical books and all E-books for free! Use coupon code "FREE75". Click here

Gunanidhi Samal

Tragedy


3  

Gunanidhi Samal

Tragedy


ପ୍ରିୟତମା କୁ ପଦେ

ପ୍ରିୟତମା କୁ ପଦେ

1 min 3 1 min 3

କହିବିନି ତୁମକୁ ମୁଁ"

ପାଏ ବୋଲି ଭଲ

ଯଦି କହେ ତୁମେ କିିବା

ଦେବ ତାର ମୂଲ ।

ଛାଡିି ଦେଇ ଚାଲିଗଲ

ଧରି କାର ହାତ

ଦୁୁନିଆଁ ଆଖିରେ ମୋତେ

କରି କଳଙ୍କିତ ।

ଏମିତି ଜୀବନ ମୁହିଁ

ଜୀଉଁଛିି ଏଠାରେ

ତୁୁୁମ ବିନା ପ୍ରତିକ୍ଷଣ

ନ ମରିବି ମରେ ।

ଆଉ କେବେ ଆସିବନି

ପ୍ରିୟା ମୋର ପାଶେ

ଆସିଲେ ଆସିବ ମୋର

ଜୀବନର ଶେଷେ ।


Rate this content
Log in

More oriya poem from Gunanidhi Samal

Similar oriya poem from Tragedy