STORYMIRROR

Pramila Mohanty

Inspirational

2  

Pramila Mohanty

Inspirational

ପ୍ରିୟଜନ

ପ୍ରିୟଜନ

1 min
97


ମୋ ପ୍ରିୟଜନ ଅଟନ୍ତି

ମୋ ପାଇଁ

ପିୟୁଷ ଅମୃତ ସମାନ

ଲଗନ୍ତି ସତେ ସେମାନେ

ବିଧିଙ୍କ ଦ୍ବାରା ପ୍ରେରିତ

ଅହ୍ଲାଇ ଆସି ଛନ୍ତି ସ୍ବର୍ଗରୁ

ମର୍ତ୍ତ୍ୟ କୁ ସାଜି ଦେବଦୂତ

ତାଙ୍କର ସାହାଯ୍ୟ

ସହାନୁଭୂତିରେ

ମୋ ଜୀବନ ନାଟିକା

ହୋଇଛି ଗଠିତ

ଗଠି ତୋଳିଛନ୍ତ

ମୋତ ଦେଇ ଶିକ୍ଷାଦିକ୍ଷା

କରିଛନ୍ତି ମନୁଷ୍ୟ ପରି ମଣିଷ

ଥିଲି ମୁଁ ଉତ୍ତାନପାଦ

ସମାଜ ଆଗରେ ହୋଇ ଅଛି ଆ ମୁଁ ଠିଆ ପାଇ ତାଙ୍କରି

ପରଶ ଧନ୍ଯମଣେ ଏ ଜୀବନ

ତାଙ୍କରି ସ୍ନେହ ମମତା

ସମିପେ ସବୁକିଛି ତୁଛ୍ଛ

କେବଳ ଏକ ମାତ୍ର

ମନ ବାଞ୍ଛା ମୋ ପାଖେ

ରହନ୍ତୁ ସଦା ମୋ

ପ୍ରିୟଜନ କରୁଥିବି

ତାଙ୍କରି ପଦପୂଜା

ତାଙ୍କ ପଦରେଣୁ ମଥାରେ

ନେଇ କରିବି ଜୟଯାତ୍ରା

ଜଣିବି ଏ ଜଗତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational