STORYMIRROR

Hitesh Mohapatra

Tragedy

3  

Hitesh Mohapatra

Tragedy

ପରିସ୍ଥିତି

ପରିସ୍ଥିତି

1 min
314

ପରିସ୍ଥିତି ନା ମରିବାକୁ ଦେଉଛି

ନା ବଞ୍ଚିବାକୁ ଦେଉଛି

ନା ହସିବାକୁ ଦେଉଛି

ନା କାନ୍ଦିବାକୁ ଦେଉଛି

ନା ପେଟ ପୁରା ଖାଇବାକୁ ଦେଉଛି

ନା ଭୋକ ପେଟ ପାଇଁ ଶକ୍ତି ଦେଉଛି

ନା ଭଦ୍ର ଭଳି ବଞ୍ଛିବାକୁ ଦେଉଛି

ନା ଅଭଦ୍ର ହେବାକୁ ସାହସ ଦେଉଛି

ପରିସ୍ଥିତିର ହାତରେ ବାନ୍ଧି ହୋଇ

ମଣିଷର ଖୋଳପା ପିନ୍ଧି

ଅମଣିଷ ଭଳି ବଞ୍ଛି ଚାଲିଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy