Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

jagabandhu sahu

Romance

3  

jagabandhu sahu

Romance

ପ୍ରୀତି ସଙ୍ଗମ

ପ୍ରୀତି ସଙ୍ଗମ

1 min
147


ଗୋଲାପି ଓଠର ମହୁଲି ନିଶା ତୋ

   ମନକୁ କଲାଣି ଜଖମ

ସରୁଛି ଏ ରାତି ଭରିଦେଏ ପ୍ରୀତି

   ଲଗାଇଦେ ପ୍ରେମ ମଲମ ॥


ଚାନ୍ଦ ହସୁଥିବ  ଆକାଶରେ ରହି

   ଦେଖି ଆମ ପ୍ରୀତି ସଙ୍ଗମ

ଶୀତୁଆ ଏ ରାତି  ଥରିଯାଏ ଛାତି

  ତୋ'ଦେହ ଦେଉଛି ଗରମ ॥


ଗୋରା ତକ-ତକ ଦେହଟି ତୋହର 

   ଲାଗୁଛି ଭାରି ନରମ

ଶୀତୁଆ ଏ'ରାତି   ଜମେଇଦେ ପ୍ରିୟା

    ନକରି ଆଉ ବାରଣ ॥


Rate this content
Log in

Similar oriya poem from Romance