Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna kumar sahu

Romance Tragedy

3  

Prasanna kumar sahu

Romance Tragedy

ପ୍ରୀତି ପୁଷ୍ପ ମାଲ୍ୟ ପ୍ରିୟାକୁ

ପ୍ରୀତି ପୁଷ୍ପ ମାଲ୍ୟ ପ୍ରିୟାକୁ

1 min
668



ପ୍ରୀତି ପୁଷ୍ପ କରଇ ଅର୍ପଣ

ଘେନ ପ୍ରିୟା ତୁମେ ମୋର

ଆଦରେ ତୋଳି ନେବ କି

ପ୍ରୀତି ସୁମନ ମୋ ହୃଦର ।


ସେହି ବାସ୍ନା ପ୍ରୀତି ପୁଷ୍ପର

ଜିଣି କି ପାରିବ ତୁମ ମନ,

ପାରିବ କି ହୁଦ ମନ୍ଦିରେ

ଜମାଇ ପାରି ଆସ୍ଥାନ ।


ଛୋଟ ଉପହାର ମୋର

ପ୍ରୀତିର ସୁମନ ଗୋଟି,

ତୁମ ହୃଦ୍ ଠାରେ ଅରପିଛି

ଗ୍ରହଣ କରି ପାରିବ ଟି ।


ଗ୍ରହଣୀୟ ଯଦି ନୋହିବ

ଫେରାଇ ଦେବ ତାହାକୁ,

ନିଜ ହାତେ ଦଳିଦେବନି 

ମୋ ମନ ପ୍ରୀତି ସୁମନକୁ।


Rate this content
Log in

Similar oriya poem from Romance