STORYMIRROR

Sudhansu Kumar Tripathy

Drama Romance

3  

Sudhansu Kumar Tripathy

Drama Romance

ପ୍ରୀତି ମଲ୍ଲିକା ଗୋ

ପ୍ରୀତି ମଲ୍ଲିକା ଗୋ

1 min
175

ପ୍ରୀତି ମଲ୍ଲିକା ଗୋ

ଅବଦାତ ପ୍ରିୟା

ତୁମ, ପ୍ରୀତି ଶିକୁଳିରେ ମୁଁ ବନ୍ଧା,

ପ୍ରଣୟ ପୀୟାସୀ

ମୁଁ ଯେ ତୁମ ଅତି ପ୍ରିୟତମ

ତୁମେ ମୋ ରଜନୀଗନ୍ଧା।।

ଶୀର୍ଣ୍ଣ ବେଳାର

ଉଦାସୀ ଲଗନେ

ନିତି ଆସ ତୁମେ ହେୟକରି ବାଧା,

ବର୍ଣ୍ଣ ବିଳାସୀ ଗୋ

ସରସୀ ରୂପସୀ

ମୁଗ୍ଧା ପ୍ରଣୟିନୀ ଆଗୋ ଚପଳଛନ୍ଦା।।

ଲିଭିଯାଏ ଯେବେ

ସୁହାଗ ର ରଙ୍ଗ

ମାଖିଦିଅ ପୁଣି ତୁମେ ତ ଅଳସୀ ସନ୍ଧ୍ୟା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama